Video: ଭାଇରାଲ ସ୍କୁଲ ଛାତ୍ରୀ ବିଦ୍ୟାଙ୍କୁ ମିଳିଲା ଏହି ଉପହାର

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 08 Oct 2024-10:42 pm,

Video: ନିଜ ନିଆରା ନୃତ୍ୟ ପରିବେଷଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ସ୍କୁଲଛାତ୍ରୀ ବିଦ୍ୟାଙ୍କୁ ମିଳିଛି ଉପହାର । ୟୁଟୁବ ପକ୍ଷରୁ ତାଙ୍କୁ ସିଲଭର ପ୍ଲେ ବଟନ ଦିଆଯାଇଛି । ଏହାକୁ ପାଇବା ପରେ ଏକ ଭିଡିଓ ଜାରି କରି ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି ବିଦ୍ୟା । ଏହି ନିଆରା ଉପହାର ତାଙ୍କୁ ନିଶ୍ଚେ ଆଗକୁ ବଢିବାକୁ ଉତ୍ସାହ ଯୋଗାଇବ ବୋଲି ସୋସିଆଲ ମିଡିଆରେ ପ୍ରଶଂସକ ମତବ୍ୟକ୍ତ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link