Viral Video: ବୁଢ଼ି ମାଆଙ୍କର ମନ ଛୁଆଁ କଣ୍ଠ, ଗୀତ ଶୁଣିଲେ ହୋଇଯିବେ ଖୁସ୍

ପ୍ରିୟମ୍ବଦା ରଣା Thu, 03 Aug 2023-11:44 am,

Viral Video: ଏକ ବୁଢ଼ି ମାଆଙ୍କ ଏକ ମନ ଛୁଆଁ ଗୀତ ଭାଇରାଲ୍ ହେଉଛି | ଯେଉଁଠାରେ ଜଣେ ବୃଦ୍ଧ ମହିଳା ହାରମୋନିୟମ୍ ବଜାଉଛନ୍ତି ଏବଂ ବହତ୍ ପ୍ୟାର୍ କରତେ ହେଁ ତୁମକୋ ସନମ୍ ଗୀତ ଗାଉଛନ୍ତି ।ଲୋକମାନେ ଏହି ଗୀତକୁ ଭଲ ପାଉଛନ୍ତି ଏବଂ ବୁଢ଼ି ମାଆଙ୍କ ସ୍ୱରକୁ ଖୁବ୍ ପ୍ରଶଂସା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link