ଭାଉଜଙ୍କ ପରେ ଭାଇରାଲ ହେଲା ସାହୁ ବାବୁଙ୍କ ଭିଡିଓ... ଏହି ଯୁବତୀଙ୍କ ସହିତ ଆସିଲେ ନଜର

Prabhudatta Moharana Wed, 25 Sep 2024-1:45 pm,

ସୋସିଆଲ ମିଡ଼ିଆରେ ନିଜର ନିଖୁଣ ପ୍ରତିଭା ବଳରେ ପ୍ରତିଷ୍ଠା ଅର୍ଜନ କରିଥିବା କମେଡିଆନ ରାଜୁ ଦାସଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଜଣେ ଅଭିନେତ୍ରୀଙ୍କ ସହିତ ସୁନ୍ଦର ନୃତ୍ୟ ପରିବେଷଣ କରୁଥିବାର ତାଙ୍କର ଏକ ଭିଡିଓ ଜୋରଦାର ଭାଇରାଲ ହେଉଛି। ଦେଖନ୍ତୁ ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link