Viral Video: ରାଇଡ୍ କ୍ୟାନସେଲ୍ କରିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଅଟୋ ଡ୍ରାଇଭର, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ...

ପ୍ରିୟମ୍ବଦା ରଣା Thu, 05 Sep 2024-6:16 pm,

Viral Video: ବେଙ୍ଗାଲୁରୁର ଜଣେ ମହିଳା ଓଲା ମାଧ୍ୟମରେ ଏକ ଅଟୋ ବୁକ୍ କରିଥିଲେ କିନ୍ତୁ ପରେ ଏହାକୁ କ୍ୟାନସେଲ୍ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ଏକ ଅଟୋ ନେଇଥିଲେ। କ୍ୟାନସେଲ୍ ହେତୁ ରାଗିଯାଇ ଓଲା ଅଟୋ ଡ୍ରାଇଭର ତାଙ୍କୁ ଖରାପ ଭାଷା ଗାଳିଗୁଲଜ କରିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link