Viral video: ରାମ୍ପ ସୋ’ରେ ମଡ଼େଲଙ୍କ ସହ Walk କଲା ବିଲେଇ, ଦେଖନ୍ତୁ ଏହି ମଜାଦାର ଭିଡ଼ିଓ

Payal Priyadarshini Mon, 16 Oct 2023-5:13 pm,

ସାଧାରଣତଃ ଆପଣମାନେ ଟିଭିରେ ବା କୌଣସି ରାମ୍ପ ସୋ’ରେ ମଡ଼େଲମାନଙ୍କୁ ରାମ୍ପ ୱାର୍କ କରୁଥିବାର ଦେଖିଥିବେ ନିଶ୍ଚୟ, କିନ୍ତୁ କ’ଣ ଆପଣ କେବେ ରାମ୍ପ ସୋ’ରେ ବିଲେଇକୁ ରାମ୍ପ ୱାର୍କ କରିବାର ଦେଖିଛନ୍ତି କି? ଯଦି ନା ତାହାଲେ ଦେଖନ୍ତୁ ଏହି ଭିଡ଼ିଓ । କିପରି ମଡ଼େଲଙ୍କ ପରି ରାମ୍ପ ୱାର୍କ କରୁଛି ବିଲେଇ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link