Child plays with snake: ବିଷାକ୍ତ ସାପକୁ ଘୋଷାଡ଼ି ଘୋଷାଡ଼ି ଘରକୁ ଆଣିଲା ଶିଶୁ, ହରକତ ଦେଖି ଛାନିଆ ଲୋକ

Mon, 17 Jul 2023-12:36 pm,

Viral video: Child plays with snake, See The Reaction Of Family । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭୟଙ୍କର ଭିଡିଓ। ଏକ ବିଷାକ୍ତ ସାପକୁ ଘୋଷାଡି ଘୋଷାଡି ଜଣେ ଶିଶୁ ତା ନିଜ ଘର ଭିତରକୁ ଆଣୁଛି । ଏହାଦେଖି ଶିଶୁଟିର ପରିବାର ଲୋକ ଭୟରେ ଥରିବାକୁ ଲାଗିଛନ୍ତି । ଏହି ଭିଡିଓକୁ ୨୪ ଘଣ୍ଟାରେ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ସେପଟେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି ଯେ, ଏଭଳି କାର୍ଯ୍ୟରୁ ଶିଶୁକୁ ଦୂରେଇ ରଖିବା ଉଚିତ୍ । କିଛି ୟୁଜର୍ସ ଏହାକୁ ସାହସିକତାର ଆଖ୍ୟା ମଧ୍ୟ ଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link