Desi Girl Dance Video: ଶାଢୀରେ କମରକୁ ହଲାଇ ଚମତ୍କାର ଭାବେ ନାଚିଲେ ମହିଳା, ବାରମ୍ବାର ଏହି ଭିଡିଓ ଦେଖିବାକୁ ବାଧ୍ୟ ହୋଇଛନ୍ତି ଲୋକେ!

Sat, 16 Sep 2023-11:00 pm,

Desi Girl Dance Video: ଲୋକମାନେ ସୋସିଆଲ ମିଡିଆରେ ଏହି ଝିଅର ଡ୍ୟାନ୍ସ ଭିଡିଓକୁ ବହୁତ ପସନ୍ଦ କରନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହି ଭାଇରାଲ୍ ଭିଡିଓରେ, ଏହି ଝିଅଟି ଚମତ୍କାର ଭାବରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ସୋସିଆଲ ମିଡିଆରେ ଝିଅର ନୃତ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link