Viral Dance Video: ସମୁଦ୍ର କୂଳେ ଶାଢୀ ପିନ୍ଧି ସେକ୍ସି ଅନ୍ଦାଜରେ ଠୁମକା ଲଗାଇଲେ ମହିଳା, ୟୁଜର୍ସ କହିଲେ `ୱା ଭାଇ ୱା`

Jul 16, 2023, 12:35 PM IST

Viral Video: Desi woman takes over beach with her dance in saree । ଏବେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ସେଥିମଧ୍ୟରୁ ଇନଷ୍ଟାଗ୍ରାମ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବତୀ ଶାଢୀ ପିନ୍ଧି ସମୁଦ୍ରକୂଳେ ଅତି ସୁନ୍ଦର ଭାବେ ନାଚିଛନ୍ତି । ସମୂଦ୍ର ଢେଉର ତାଳେ ତାଳେ ଅଣ୍ଟା ହଲେଇ ଠୁମକା ଲଗେଇଛନ୍ତି ଏହି ମହିଳା । ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link