Viral Video: ଅଶ୍ଳୀଳ ଇଂଗିତ କରି ଫସିଲେ ବିଜେପି ସାଂସଦ ଗୌତମ ଗମ୍ଭିର୍, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ..

ପ୍ରିୟମ୍ବଦା ରଣା Tue, 05 Sep 2023-10:15 am,

Viral Video:ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍ ସମୟରେ ବିଜେପି ସାଂସଦ ତଥା ପୂର୍ବତନ ଭାରତ କ୍ରିକେଟର ଗୌତମ ଗମ୍ଭୀର   ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖିବାକୁ ମିଳିଛି। ଭାରତ-ନେପାଳ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଛି। କିଛି ପ୍ରଶଂସକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ବିରାଟ କୋହଲିଙ୍କ ନାଁ ନେଲା ବେଳେ ଗମ୍ଭୀର ବିରକ୍ତ ହୋଇଥିଲେ, ସେତେବେଳେ ଗମ୍ଭୀର ନିଜେ ଏହି ଘଟଣାକୁ ସ୍ୱୀକାର କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link