Viral Video: ପ୍ରେମିକକୁ ଅନ୍ୟ ଝିଅ ସହ ଦେଖି କୁକୁର ବଳି ପିଟିଲା ପ୍ରେମିକା, ଦେଖନ୍ତୁ ଏହି ଭାଇରାଲ ଭିଡିଓ..
Viral Video: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ସ୍କୁଲ୍ ଛାତ୍ରୀ ନିଜ ବଏଫ୍ରେଣ୍ଡକୁ ଅନ୍ୟ ଝିଅ ସହ ଗପୁଥିବା ଦେଖି ଚାପୁଡ଼ା ଉପରେ ଚାପୁଡ଼ା ମାରୁଛି। କେବଳ ସେ ତା ବଏଫ୍ରେଣ୍ଡକୁ ନୁହେଁ ତା ସହ ଗପୁଥିବା ସେହି ଝିଅଟିକୁ ମଧ୍ୟ ମାଡ଼ ମାରିଥିବା ଦେଖିବାକୁ ମିଳିଛି।