Viral Video: ସାପ ଓ ବିଲେଇର ଘମାଘୋଟ ଲଢ଼େଇ, ଦେଖନ୍ତୁ ଏହି ଭାଇରାଲ ଭିଡିଓ...

ପ୍ରିୟମ୍ବଦା ରଣା Mon, 14 Aug 2023-4:07 pm,

Viral Video: ଇଣ୍ଟରନେଟରେ ପଶୁ ଭିଡିଓଗୁଡ଼ିକ ଭରି ରହିଛି, କିନ୍ତୁ ବିଲେଇ ଭିଡିଓଗୁଡିକ ଏକ ସ୍ୱତନ୍ତ୍ର ସ୍ଥାନ ଧାରଣ କରିଥାଏ, ଏବଂ ଆମେ ଏହି ବିଲେଇମାନଙ୍କର ଆଦରକାରୀ ଆଚରଣ ଦେଖି ଉପଭୋଗ କରୁ। ନିକଟରେ ଏକ ବିଲେଇ ଓ ସାପଲର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି. ଯେଉଁଥିଲେ ଦୁହେଁ ଦୁହିଁଙ୍କ ସହ ଭୟଙ୍କର ଭାବେ ଲଢୁଥିବା ଦେଖିବାକୁ ମିଳିଛି। ​

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link