Viral Video: ସ୍ୱାମୀଠୁ ଲୁଚି ପର-ପୁରୁଷ ସହ ବୁଲିବା ପଡ଼ିଲା ମହଙ୍ଗା, ରାସ୍ତା ଉପରେ କୁଟା ଖାଇଲା ସ୍ତ୍ରୀ

ପ୍ରିୟମ୍ବଦା ରଣା Mon, 11 Sep 2023-1:00 pm,

Viral Video: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଠି ଦେଖିବାକୁ ମିଳିଛି ଯେ ଜଣେ ମହିଳା ପରୀକ୍ଷା ଦେବା ନାଁ କହି ଅନ୍ୟ ଜଣେ ଯୁବକ କେଟିଏମ ବାଇକ ପଛରେ ବସି ବୁଲୁଛନ୍ତି। ତେବେ ସବୁଠୁ ମଜାଦାର କଥା ହେଉଛି ଏହି ଦୃଶ୍ୟ ତାଙ୍କ ସ୍ୱାମୀ ଆଖିରେ ପଡ଼ିଯିବାରୁ ସେ ବିଚ୍ ରାସ୍ତାରେ ଅଟକାଇ ଝଗଡ଼ା ଆରମ୍ଭ କରି ଦେଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link