Viral Video: ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ, ଜି-୨୦ର ସାକ୍ଷୀ ରହିଲା କୋଣାର୍କ ଚକ୍ର

ପ୍ରିୟମ୍ବଦା ରଣା Mon, 11 Sep 2023-9:18 am,

 Viral Video: ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିଛି ଓଡିଶାର ଗର୍ବ, ଗୌରବ କୋଣାର୍କ ଚକ୍ର । ଭାରତ ମଣ୍ଡପମରେ ସ୍ଥାନ ପାଇଛି କୋଣାର୍କ ଚକ୍ରର ପ୍ରତିକୃତି । ଯେଉଁଠି ବିଶ୍ୱନେତାମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ କରିବା ସମୟରେ କୋଣାର୍କର ଐତିହ ସମ୍ପର୍କରେ ବୁଝାଇ ଦେଇଛନ୍ତି ମୋଦୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link