Viral Video: ଜନ୍ମ ଦିନରେ କ୍ଷୀର,ଲହୁଣୀରେ ସ୍ନାନ କରି ନୂଆ କପଡ଼ା ପିନ୍ଧୁଛନ୍ତି ବାଳ-ଗୋପାଳ, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ପ୍ରିୟମ୍ବଦା ରଣା Wed, 06 Sep 2023-7:09 pm,

Viral Video: ଆଜି ଜନ୍ମାଷ୍ଟମୀ। ଆଜିର ଜୀନରେ ମହାପ୍ରଭୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ।ତେଣୁ ଦେଶର କୋଣ ଅନୁକୋଣରେ ତାଙ୍କର ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଜନ୍ମ ଦିନରେ କ୍ଷୀର,ଲହୁଣୀରେ ସ୍ନାନ କରି ନୂଆ କପଡ଼ା ପିନ୍ଧୁଛନ୍ତି ବାଳ-ଗୋପାଳ, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link