Viral video: ୪ ବର୍ଷର ଭାଇକୁ କୂଅକୁ ପେଲି ଦେଲା ଭଉଣୀ, ଦେଖନ୍ତୁ ଏହି ଭାିରାଲ ଭିଡିଓ..
Viral Video: ଦକ୍ଷିଣ-ପଶ୍ଚିମ ଚାଇନାର ଏକ ଛୋଟ ଝିଅ ଚାରି ବର୍ଷର ବାଳକକୁ ୫ ମିଟର ଗଭୀର କୂଅରେ ଫିଙ୍ଗି ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଟିଭି ଶୋ’ର ଏକ ଦୃଶ୍ୟକୁ ଅନୁକରଣ କରିଥିବାର ଦାବି ହୋଇଛି।