Simran Pattnaik Video:​ ଟ୍ରେନ ବଗିରୁ ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ସିମ୍ରନ ପଟ୍ଟନାୟକଙ୍କ ଏହି ଭିଡିଓ...

ପ୍ରିୟମ୍ବଦା ରଣା Jan 28, 2025, 21:13 PM IST

Simran Pattnaik Video: ଗୋଟେ ସମୟରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲା ଓଡ଼ିଆ ସିରିଏଲ୍ ରାଜା-ରାଣୀ। ଏଥିରେ ଛୋଟ ରାଣୀ ଚରିତ୍ରରେ ଅଭିନୟ କରିଥିବା ସିମରନ୍ ପଟ୍ଟନାୟକ ଏବେ ବଡ଼ ହୋଇଯାଇଛନ୍ତି। ଏଥି ସହ ସେ ଏବେ ସୋସିଆଲ ମିଡିଆ ସହ ସିରିଏଲ୍ ଓ ମ୍ୟୁଜିକ୍ ଭିଡିଓରେ ଖୁବ୍ ଆକ୍ଟିଭ୍। ଦେଖନ୍ତୁ ତାଙ୍କ ତାଙ୍କ ଭଉଣୀଙ୍କ ସହ ତାଙ୍କର ଏହି ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link