Viral Video: ୮୦ ଦଶକର ହିରୋଇନ୍ ଜୟା ସ୍ୱାମୀଙ୍କ ସହ ଭାଇରାଲ ହେଉଛି ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଏହି ଭିଡିଓ...
Viral Video: ଅନୁ ଚୌଧୁରୀ ନିଜ ଅଭିନୟ ଓ ସ୍ମାର୍ଟନେସ ପାଇଁ ଓଲିଉଡ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ସୋସିଆଲ ମିଡିଆ ରେ ସର୍ବଦା ଆକ୍ଟିଭ ରହିଥାନ୍ତି। ତେବେ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି। ଏହି ଭିଡିଓରେ ସେ ଅଭିନେତ୍ରୀ ଜୟା ସ୍ୱାମୀଙ୍କ ସହ ନଜର ଆସିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ....