Viral Video: ସିରିଏଲ `ବଡ଼ବୋହୁ` ସୁଟିଂ ସେଟ୍ ରୁ ଭାଇରାଲ ହେଉଛି ଅଭିନେତ୍ରୀ ଅରୁନ୍ଧତୀ ଓ ମହାପ୍ରସାଦଙ୍କ ଏହି ଭିଡିଓ...
Viral Video: ତରଙ୍ଗ ପ୍ରଡକ୍ସନ ହାଉସରେ ଲୋକପ୍ରିୟ ସିରିଏ ବଡ଼ବୋହୁ ଏବେ ଘରେ ଘରେ ଲୋକଙ୍କ ମନକୁ ଛୁଇଁବାରେ ଲାଗିଛି। ଏହି ଧାରାବାହିକର ସମସ୍ତ କଳାକାରଙ୍କ ଅଭିନୟ ଓଡ଼ିଆ ଦର୍ଶକ ତଥା ସିରିଏଲ ପ୍ରେମୀଙ୍କୁ ଆକୃଷ୍ଟ କରିଛି। ତେବେ ଏହି ଧାରାବାହିକର ସୁଟିଂ ସେଟରୁ ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏହାର କଳାକାରମାନେ ଫ୍ରି ଟାଇମରେ କ୍ରିକେଟ୍ ଖେଳି କେମିତି ମଜା-ମସ୍ତି କରୁଛନ୍ତି। ଏହି ଭିଡିଓକୁ ଦର୍ଶକମାନ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।