Viral video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଏହି ଭିଡିଓ...
ପ୍ରିୟମ୍ବଦା ରଣା Tue, 22 Oct 2024-7:16 pm,
Viral video: ପୂର୍ବରୁ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନ କରି ଘରେ ଘରେ ପରିଚିତ ହୋଇଥିବା ଲେସଲି ଏବେ ଦକ୍ଷୀଣ ଭାରତୀୟ ସିନେମାରେ ନଜର ଆସୁଛନ୍ତି । ଏଥିସହିତ ଲେସଲିଙ୍କୁ ଅନେକ ଷ୍ଟେଜ୍ ଶୋ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ସେ ଏକ ଆୱାର୍ଡ ଶୋ ର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...