Viral Video: ବିଶୃଙ୍ଖଳିତ ଆଇନ୍ ବ୍ୟବସ୍ଥା, ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟିଲେ ବଡି ବିଲ୍ଡର, ଦେଖନ୍ତୁ ଏହି ଭାଇରାଲ ଭିଡିଓ....

ପ୍ରିୟମ୍ବଦା ରଣା Tue, 01 Oct 2024-3:28 pm,

Viral Video: ଦିଲ୍ଲୀରେ ବିଶୃଙ୍ଖଳିତ ଆଇନ୍ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗଛି। ଦେଖନ୍ତୁ ରାଜଧାନୀ ଦିଲ୍ଲୀର କାଳନ୍ଦୀ କୁଞ୍ଜ ରାସ୍ତା ମଝିରେ ବକ୍ସିଂ କିପରି ଚାଲିଛି, ଆଇନ ଶୃଙ୍ଖଳା ପାଳନ କରାଯାଉନାହିଁ। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି ବଡି ବିଲ୍ଡର। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link