Delhi Flood: ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି, ଏନଞ୍ଜୟ କରୁଛନ୍ତି ଦିଲ୍ଲୀ ବାସୀ

Sun, 16 Jul 2023-1:10 pm,

Viral Video of Delhi People Having 'Fun' in Flood Water । ଉତ୍ତର ଭାରତରେ ଗତ କିଛିଦିନ ହେଲା ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରବଳ ବନ୍ୟା ହେତୁ ଏପଟେ ଯମୁନା ନଦୀ ବି ଫୁଲୁଛି। ସେହି କାରଣରୁ ଦିଲ୍ଲୀ ଓ ନୋଏଡା ଅନେକ ସ୍ଥାନରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି। ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି ରାସ୍ତାରେ ବନ୍ୟା ପାଣି ଲହଡି ଭାଙ୍ଗୁଛି, ଆଉ ସେଠାରେ ସହରବାସୀ ତଳେ ଗଡ଼ି ଏନଞ୍ଜୟ କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link