Viral Video: NEET କୋଚିଂ ସେଣ୍ଟରରେ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଅଶ୍ଳୀଳ କାର୍ଯ୍ୟ, ଭିଡିଓ ଭାଇରାଲ...ତା` ପରେ...

ପ୍ରିୟମ୍ବଦା ରଣା Mon, 30 Sep 2024-4:57 pm,

Viral Video: ଉତ୍ତରପ୍ରଦେଶର କାନପୁରରେ ଜଣେ ଶିକ୍ଷକଙ୍କୁ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ଏହି ବିଷୟ ସହରର ପ୍ରତିଷ୍ଠିତ NEET କୋଚିଂ ପ୍ରତିଷ୍ଠାନ ସହିତ ଜଡିତ। ଏକ କୋଚିଂ ପ୍ରତିଷ୍ଠାନରେ ବାୟୋଲୋଜି ପଢ଼ାଉଥିବା ଜଣେ ଶିକ୍ଷକ ନିଜ ଛାତ୍ରୀଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିଥିଲେ। ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ସିସିଟିଭିରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଶିକ୍ଷକ ଶ୍ରେଣୀରେ ପଢ଼ାଉଥିବା ବେଳେ ଛାତ୍ରୀଙ୍କୁ ବାଥରୁମ ଆଡକୁ ନେଉଛନ୍ତି। ସେ ଛାତ୍ରୀଙ୍କ ସହିତ ବାଥରୁମ ଭିତରକୁ ପ୍ରବେଶ କରୁଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link