Jhilik Viral Video: ନିଜ ଦୁଇ ଛୁଆଙ୍କ ମସ୍ତି କରୁଥିବାର ନଜର ଆସିଲେ ଅଭିନେତ୍ରୀ ଝିଲିକ୍, ଦେଖନ୍ତୁ ଏହି ସୁନ୍ଦର ଭିଡିଓ..

ପ୍ରିୟମ୍ବଦା ରଣା Tue, 17 Sep 2024-1:34 pm,

Jhilik Viral Video: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଓଡିଆ ସିନେ ଜଗତର ଜଣାଶୁଣା ନାଁ। ଅଭିନେତ୍ରୀ ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନେତ୍ରୀ ନିଜ ଦୁଇ ଛୁଆଙ୍କ ମସ୍ତି କରୁଥିବାର ନଜର ଆସିଛନ୍ତି, ଯାହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ, ଦେଖନ୍ତୁ ଏହି ଭିଡି଼ଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link