Viral Video: ନଟଖଟି ଅନ୍ଦାଜରେ ପୁପିନ୍ଦର ଓ ଜିନାଙ୍କୁ ୱିସ୍ କଲେ ଅଭିନେତ୍ରୀ ଲିପ୍ସା ମିଶ୍ର...ଭିଡିଓ ହେଲା ଭାଇରାଲ...

ପ୍ରିୟମ୍ବଦା ରଣା Tue, 08 Oct 2024-7:04 pm,

Lipsa Mishra Viral Video: ଓଲିଉଡ଼ର ଚୁଲବୁଲି ନାୟିକା ହେଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ଓଡିଆ ଆଲବମ୍ ସମେତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ପେଜରେ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ଜିନାଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ ଏହି ମଜାଦାର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link