Viral Video: ବିମାନରେ ଖଇନିକୁ ଦଳି ଖାଇଲେ ବ୍ୟକ୍ତି, ଦେଖନ୍ତୁ ଭିଡି଼ଓ

ଜୀ ଓଡ଼ିଶା ଡେସ୍କ Mon, 28 Aug 2023-6:54 pm,

  ​Viral Video: ସୋସିଆଲ ମିଡି଼ଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରିବା ସମୟରେ ଖଇନି ଦଳି ହାତରେ ଖାଉଛନ୍ତି। ଏବଂ ତାହା ପୁଣି ଭିନ୍ନ ଏକ ଅନ୍ଦାଜରେ। ବିମାନରେ ବ୍ୟକ୍ତି ଜଣକର ଏଭଳି ହରକତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବଂ ଟ୍ରୋଲ କରିବାରେ ଲାଗିଛନ୍ତି।  ଦେଖନ୍ତୁ ଏହି ଭିଡି଼ଓ ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link