ମୁମ୍ବାଇ ଇଣ୍ଡିଆନ୍ସ, , ଦିଲ୍ଲୀ କ୍ୟାପିଟାଲ୍ସ, ରିଷଭ ପନ୍ତ , ଆଇପିଏଲ ୨୦୨୪

Sun, 28 Apr 2024-3:00 pm,

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ରେ ବାଜି ମାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଏହି ମ୍ୟାଚ୍ ରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲାଇଭ ମ୍ୟାଚ୍ ବେଳେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଓ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା କ୍ରିକେଟ୍ ଛାଡ଼ି ଗୁଡ଼ି ଉଡ଼ାଇବା ଆରମ୍ଭ କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଏହାର ଖୁବ ମଜା ନେଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link