Sara Ali Khan Video: ସପିଂ ମଲ ନୁହେଁ ରାସ୍ତାକଡରୁ ସପିଂ କଲେ ସାରା, ଫ୍ୟାନ୍ସ କହିଲେ...

Sun, 16 Jul 2023-5:39 pm,

Viral Video: Sara Ali Khan goes street-shopping। ସାରା ଅଲ୍ଲି ଖାନ ପ୍ରାୟତଃ ସବୁ ଷ୍ଟାର କିଡ୍ ଅଭିନେତ୍ରୀଙ୍କ ଭାବରେ ଜଣାଶୁଣା ଯିଏ ପରବର୍ତ୍ତୀ ପୀଢି ପାଇଁ ଏକ ଟ୍ୟାଲେଣ୍ଟଡ ହିରୋଇନ ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ଗତ ଶୁକ୍ରବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସାରା ବାନ୍ଦ୍ରାର ରୋଡ ସାଇଟରୁ ସପିଂ କରୁଥିବା ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link