Toll plaza Video: ଟୋଲ ଗେଟ୍ ଟଙ୍କା ମାଗିବାରୁ ଚାମ୍ବରରେ ପଶି ମହିଳା କର୍ମଚାରୀଙ୍କୁ ପିଟିଲେ ମହିଳା

Mon, 17 Jul 2023-7:13 pm,

Viral Video: Toll plaza employee brutally thrashed for demanding payment । ଟୋଲ ଗେଟ୍ ଟଙ୍କା ମାଗିବାରୁ ଚାମ୍ବରରେ ପଶି ମହିଳା କର୍ମଚାରୀଙ୍କୁ ପିଟିଲେ ମହିଳା । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଉତ୍ତର ପ୍ରଦେଶ ଅନ୍ତର୍ଗତ ଗ୍ରେଟର ନୋଏଡା ଅଞ୍ଚଳର। ଜଣେ ମହିଳା କର୍ମଚାରୀ ନିଜ ଚାମ୍ବର ଭିତରେ ରହି କାମ କରୁଥିବା ବେଳେ ଟଙ୍କା ମାଗିବାକୁ ନେଇ ଅନ୍ୟ ଜଣେ ମହିଳା ଝଗଡ଼ା କରିଥିଲେ । ତାଙ୍କୁ ଚେୟାରରୁ ଫୋପାଡ଼ି ଚୁଟି ଟାଣି ମାରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link