Viral Video: ଛାତ ଉପରେ ଯୁବକ-ଯୁବତୀଙ୍କ ଘମାଘୋଟ ଲଢେଇ, ଦେଖନ୍ତୁ ଭିଡିଓ

Prabhudatta Moharana Mon, 23 Sep 2024-2:41 pm,

Viral Video: ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆ ଅଜବ କାରନାମାର ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜୋରଦାର ହାତାହାତୀ ହେଉଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଯୁକ୍ତିତର୍କରେ ଏଭଳି ସାଂଘାତିକ ହାତାହାତୀ ପରିସ୍ଥିତି ଉପୁଜିଥିବା ନେଇ ଦେଖିବାକୁ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link