Viral Video: ଭାଇରାଲ ହେଉଛି ଜୋମାଟୋ ଡେଲିଭରି ବଏଙ୍କ ଭିଡିଓ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରିୟମ୍ବଦା ରଣା Sun, 06 Aug 2023-5:48 pm,

Viral Video: ଏବେ ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରି ବଏଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖାଦ୍ୟ ଡେଲିଭରି କରିବାକୁ ଯାଉଥିବା ଜଣେ ଜୋମାଟୋ ଡେଲିଭରି ବଏ ଗ୍ରାହକଙ୍କ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଜଣେ ସୋସିଆଲ ମିଡିଆ ୟୁଜର ସୁଟ୍ କରିବା ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link