Virat Kohli: ଟେଷ୍ଟ ମ୍ୟାଚ୍ ଜିତିଲା ପରେ ନାଚିଲେ ବିରାଟ, ଭାଇରାଲ ହେଲା ନାଗିନ ଷ୍ଟେପ୍

Rashmita Sahoo Sun, 22 Sep 2024-2:26 pm,

Virat Kohli: କିଙ୍ଗ୍ କୋହଲି ତାଙ୍କ ଖୁସ୍ ମିଜାଜ୍ ମୁଡ୍ ପାଇଁ ବେଶ୍ ଚର୍ଚ୍ଚାରେ ରୁହନ୍ତି। ବିରାଟ ଯଦି ବ୍ୟାଟ୍ ରେ ରନ୍ ସ୍କୋର ନ କରନ୍ତି ତେବେ ନିଶ୍ଚୟ ନିଜ ଉପରେ ନିରାଶ ହେବେ ସତ କିନ୍ତୁ ପ୍ରଶଂସକଙ୍କୁ ଖୁସି କରିବାରେ ସେ ପଛରେ ପଡ଼ନ୍ତି ନାହିଁ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କିଙ୍ଗ କୋହଲିଙ୍କ ହସଖୁସିର ଶୈଳୀ ଦେଖିବାକୁ ମିଳିଥିଲା, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଂଲାଦେଶର ଇନିଂସ ସମୟରେ କୋହଲି 'ନାଗିନ ଡ୍ୟାନ୍ସ'ରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link