VK Pandian Target BJP: `ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର`

ପ୍ରିୟମ୍ବଦା ରଣା May 29, 2024, 14:37 PM IST

VK Pandian: ବିଜେପି ଯାହା ଚାହୁଁଛି ତାହା କରୁଛି। ସିଏମଓ(CMO)ର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଭଳି ଜଣେ ଅଫିସର ନିଜ ଜୀବନକୁ ବାଜି ଲଗାଇ ଓଡ଼ିଶାକୁ ନକ୍ସଲମୁକ୍ତ କରିଛନ୍ତି। ତାଙ୍କ ଭଳି ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link