Shocking video: ଚୋର ନା `ସ୍ପାଇଡର୍-ମ୍ୟାନ୍`? ୫୦ ସେକେଣ୍ଡରେ ଚଢ଼ିଗଲା ଚାରି ମହଲା, ପୁଣି ଓଲ୍ହାଇ ହେଲା ଫେରାର

Tue, 09 May 2023-11:46 pm,

Shocking video: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଜୋରଦାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋର ସ୍ପାଇଡର୍-ମ୍ୟାନ୍ ପରି ଚାରି ମହଲାରେ ଚଢି ଶୀଘ୍ର ଶୀଘ୍ର ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳୁଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link