Video: ମେଡ୍ ଇନ୍ ଇଣ୍ତିଆ ଗୀତରେ ଝୁମିଲେ ବିଦୁସ୍ମିତା , ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓ

ଜୀ ଓଡ଼ିଶା ଡେସ୍କ Sat, 23 Sep 2023-9:17 am,

Bidusmita Dash Mantry Dance Video: ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ (Actress Bidusmita Dash Mantry) ।  ଚମକ୍କାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ, ଏହାରି ଭିତରେ ବିଦୁସ୍ମିତାଙ୍କ ଏକ ସୁନ୍ଦର ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ Made In India ଗୀତରେ ଠୁମକା ଲଗାଇଛନ୍ତି । ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ବି ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ । ଦେଖନ୍ତୁ ଏହି ଭିଡି଼ଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link