ମାଙ୍କଡର ଭୟଙ୍କର ରାଗ ଦେଖିଛନ୍ତି କି...ଛୁରି ଦେଖାଇ ମାଲିକକୁ କଲା ଏପରି ବ୍ୟବହାର... ଦେଖିଲେ ଆପଣ ବି ଡରିଯିବେ

ପ୍ରଭୁଦତ୍ତ ମହାରଣା Mon, 09 Sep 2024-12:51 pm,

ସୋସିଆଲ ମିଡିଆରେ ପ୍ରତିଦିନ ଶହ ଶହ ଭିଡିଓ ଆମ ସାମ୍ନାକୁ ଆସେ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଆମକୁ ବେଶ ହସାଇଥାଏ, ଆଉ କେତେକ ଆକର୍ଷଣୀୟ ହୋଇଥାଏ। ସମ୍ପ୍ରତି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଲହରି ସୃଷ୍ଟି କରୁଛି, ଯେଉଁଥିରେ ମାଙ୍କଡର ଅଦ୍ଭୁତ କାର୍ଯ୍ୟ ଦେଖିବାକୁ ମିଳେ। ଏହି ଭିଡିଓ କେବଳ ଟିକ୍ ନୁହେଁ ବରଂ ଲୋକଙ୍କୁ ବିସ୍ମିତ କରୁଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link