Aseema Panda Video: କାହା ପ୍ରେମରେ ପଡି଼ଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା ? ଦେଖନ୍ତୁ ଭିଡି଼ଓ

ଜୀ ଓଡ଼ିଶା ଡେସ୍କ Sun, 24 Sep 2023-3:09 pm,

Aseema Panda Video: କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କୁ କିଏ ବା ନାଣେ। ଓଡିଆ ସଙ୍ଗୀତ ଜଗତର ଲୋକପ୍ରିୟ ଗାୟିକା । ତେବେ, ଅସୀମା ପଣ୍ତାଙ୍କ ଏକ ଭିଡିଓ ସୋସିଆଲ ମିଡି଼ଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି (Aseema Panda Viral video)  । ଭାଇରାଲ ହୋଇଥିବା ଭିଡି଼ଓରେ ଦେଖିବାକୁ ମିଳିଛି ଯେ, 'ଅପରୂପା ଅପସରା ତୁ ମୋର' ଗୀତରେ ରୋମାଣ୍ଟିକ୍ ଅନ୍ଦାଜ ନଜର ଆସିଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡି଼ଓଟି...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link