Elina Samantray Video: `ଧୂଳିଆ ଜନ୍ଦା` ଗୀତରେ ଠୁମକା ଲଗାଇଲେ ଏଲିନା, ଦେଖନ୍ତୁ ଭିଡିଓ

ଜୀ ଓଡ଼ିଶା ଡେସ୍କ Mon, 23 Oct 2023-4:42 pm,

Elina Samantray Video: ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତ ରାୟ।  ଏକାଧିକ ଓଡି଼ଆ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତ୍ରୀ। କିନ୍ତୁ ନିକଟରେ ଓଡି଼ଆ ଫିଲ୍ମ ମାଲ୍ୟଗିରି ରିଲିଜ୍ ହୋଇଛି । ଏହି ଫିଲ୍ମରେ ଆଇଟମ୍ ଗୀତ  'ଧୂଳିଆ ଜନ୍ଦା'ରେ ଧୂଆଁଧାର ଡାନ୍ସ କରିଛନ୍ତି ଅଭିନେତ୍ରୀ। ଯାହା ଦର୍ଶକଙ୍କ ମନକୁ ଛୁଇଁଛି । ଦେଖନ୍ତୁ ଏଲିନାଙ୍କ ଏହି ସୁନ୍ଦର ଡାନ୍ସ (Elina Samantray Video)।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link