Viral Dance Video: ବାପା-ଝିଅଙ୍କ ଏହି ଚତ୍ମକାର ଡ୍ୟାନ୍ସ ଆପଣଙ୍କୁ କରିଦେବ ଦିୱାନା, ଦେଖନ୍ତୁ ଭିଡିଓ

Jagdish Barik Fri, 01 Sep 2023-7:06 pm,

Viral Dance Video: ଏହି ଭିଡିଓରେ ଆପଣ ବାପ-ଝିଅ ଯୋଡିଙ୍କ “ୟେ ଲଡ୍କା ହେ ଦିୱାନା” ଗୀତରେ ଚତ୍ମକାର ଡ୍ୟାନ୍ସ ଦେଖିବାକୁ ପାଇବେ । ଏହି ସୁପର ହିଟ୍ ଗୀତଟି ଶାହାରୁଖ ଓ କାଜୋଲଙ୍କ ଅଭିନୀତ ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ‘କୁଚ୍ କୁଚ୍ ହୋତା ହେ’ ପିଲ୍ମରୁ ଆସିଛି । ବାପ-ଝିଅ ଯୋଡିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ନିଶ୍ଚିତ ଆପଣଙ୍କୁ ଖୁସି କରିଦେବ । ତେବେ ଡ଼େରି ନ କରି ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link