Naatu Naatu: ଝିଅଟିର `ନାଟୁ ନାଟୁ`ର ହୁକଷ୍ଟେପରେ ପଛରେ ପଡିବେ NTR ଓ ରାମଚରଣ, ଦେଖନ୍ତୁ ନିଆଁ ପରି ଭାଇରଲ ହେଉଥିବା ଏହି ଭିଡିଓ

Jagdish Barik Apr 05, 2023, 21:08 PM IST

Girl's viral dance on Naatu Naatu song: ନାଟୁ ନାଟୁ  ବିଟରେ ନାଚୁଥିବା ଜଣେ ଝିଅର ଭିଡିଓ ଇନଷ୍ଟାଗ୍ରାମରେ ଜୋରଦାର ଭାଇରାଲ ହେଉଛି । ଅରାଜିନାଲ ଗୀତରେ ରାମଚରଣ ତେଜା ଓ ଜୁନିଅର ଏନଟିଆର ପିନ୍ଧି ନାଚିଥିବା ଡ୍ରେସ ନଜର ଆସୁଛନ୍ତି ଏହି ଝିଅ । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link