Viral Video: ଦୁଇଟି ବାଘ ମଧ୍ୟରେ ଜୋରଦାର ଲଢ଼େଇ, ଜଣକର ମୃତ୍ୟୁ, ଭିଡିଓ ଭାଇରାଲ

Jagdish Barik Thu, 16 Nov 2023-10:00 pm,

Fight of two tigers video: ସୋସିଆଲ ମିଡିଆରେ ପଶୁମାନଙ୍କ ଲଢ଼େଇର ଭିଡିଓ ପ୍ରାୟତଃ ଦେଖିବାକୁ ମିଳିଥାଏ । ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ ଦୁଇ ବାଘ ପରସ୍ପର ସହ ଜୋରଦାର ଲଢ଼େଇକରୁଛନ୍ତି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୋଟିଏ ବାଘର ମଧ୍ୟ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏହି ମାମଲା ରୁଜୁ ହୋଇଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link