Video: ଟେସଲା କାରଗୁଡିକ `ନାଟୁ-ନାଟୁ` ଗୀତରେ କଲେ `ଲାଇଟ୍ ଡ୍ୟାନ୍ସ`, ଭିଡିଓ ଦେଖିବା ମାତ୍ରେ ଝୁମିଉଠିବେ!

Tue, 21 Mar 2023-8:42 pm,

Natu Natu Dance: ଏହି ଭିଡିଓରେ ଦେଖିବାପରିବେ ଅନେକ ଟେସଲା କାର ଆମେରିକାର ନ୍ୟୁ ଜର୍ସିରେ ପାର୍କିଂ କରାଯାଇଛି । ଏହାସ ଓସ୍କାର ଆୱାର୍ଡ ଜିତିଥିବା ହିଟ୍ ଗୀତ 'ନାଟୁ-ନାଟୁ' ଗୀତରେ ପାର୍କିଙ୍ଗ ଥିବା ସମସ୍ତ କାରର ଆଲୋକ ଜଳୁଛି ଓ ବନ୍ଦ ହେଉଛି, ତେବେ ଦେଖନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link