Dance Video: `ବାଦଲ ବର୍ଷା ବିଜୁଲି`ରେ ଜେଜେ ମାଆ ମାନେ କଲେ ଖତରନାକ ଡ୍ୟାନ୍ସ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଜୀ ଓଡ଼ିଶା ଡେସ୍କ Thu, 21 Sep 2023-9:48 pm,

Badal Barsa Bijuli Viral Dance Video: କର୍ଣ୍ଣାଟକର କିଛି ବୃଦ୍ଧା ନେପାଳୀ ଗୀତ 'ବାଦଲ ବର୍ଷା ବିଜୁଲି'ରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବା ପରଠାରୁ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହା ଦେଖି ଅନେକ ଲୋକ ବିସ୍ମିତ ହେଉଛନ୍ତି । ଏଠାରେ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link