Riya Dey: ହେଇଗଲି ତୋର ବନ୍ଦିନୀ ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେଙ୍କ ଭିଡିଓ, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ପ୍ରିୟମ୍ବଦା ରଣା Sat, 23 Mar 2024-11:18 am,

Riya Dey: ଓଡ଼ିଆ ସିନେ ଜଗତର ଖୁବ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ରିୟା ଦେ। ଅଭିନୟରେ ତାଙ୍କର ଚୁଲବୁଲି ଅନ୍ଦାଜ, ଡ୍ୟାନ୍ସ ଓ ଅଭିନୟ ପାଇଁ ସେ ଓଡ଼ିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆର ମଧ୍ୟ ଖୁବ୍ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ସହ ଜୋଡ଼ି ହୋଇ ରହିବା ପାଇଁ ସେ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଥାନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link