Shreemayee Mishra: ଫ୍ରି ସମୟରେ କ`ଣ କରନ୍ତି ଶ୍ରୀମୟୀ ମିଶ୍ର, ଦେଖନ୍ତୁ ଏହି କ୍ୟୁଟ୍ ଭିଡିଓ...

ପ୍ରିୟମ୍ବଦା ରଣା Tue, 10 Oct 2023-3:45 pm,

Shreemayee Mishra: ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ନିଜର ନିର୍ବାକ ଯୁକ୍ତି ଏବଂ ଜନସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଦଳର କାର୍ଯ୍ୟ ଓ ନିଜର ଯୋଗଦାନ ଉପରେ ଅନେକ ପୋଷ୍ଟ କରୁଥିବା ମଧ୍ୟ ଦେଖାଯାଇଥାଏ। ନିକଟରେ ସେ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି, ଯେଉଁଥିଲେ ଦେଖିବାକୁ ମିଳିଛି ସେ ନିଜ ପୋଷା କୁକୁର ସହ ଖୁବ୍ ମଜା କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link