Sradha Panigrahi: ସ୍ୱାମୀ ସନ୍ଦିପଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓ ସେୟାର କଲେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ

ପ୍ରିୟମ୍ବଦା ରଣା Thu, 21 Mar 2024-6:42 pm,

Sradha Panigrahi: ନିକଟରେ ଗାୟକ ସନ୍ଦିପଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆପଣଙ୍କ ପ୍ରିୟ ସିରିଏଲ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ।ବିବାହ ପରେ ସେ ଖୁବ୍ ଖୁସି ଥିବା ତାଙ୍କ ଅନେକ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓକୁ ଦେଖିଲେ ଜଣାପଡ଼ୁଛି। ତେବେ ଦେଖନ୍ତୁ ଏହି ଯୋଡ଼ିଙ୍କର ଏକ ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link