Viral Video: ମାଉସୀଙ୍କ ଡ୍ୟାନ୍ସ ଆଗରେ ଫେଲ୍ ମାରିବ ଗୋବିନ୍ଦାଙ୍କ ନାଚ, ଦେଖିଲେ ହଟିବନି ନଜର.

ପ୍ରିୟମ୍ବଦା ରଣା Thu, 14 Dec 2023-1:47 pm,

ସୋସିଆଲ ମିଡିଆରେ ଲୋକମାନେ ଭାଇରାଲ ହେବା ପାଇଁ ବିଭିନ୍ନ ପ୍ରକାରର ଅତରଙ୍ଗୀ ହରକତ କରୁଥିବାର ଦେଖିବାକୁ ମିଳିଥାଏ। ଏବେ ଏହି ଏହି ଟ୍ରେଣ୍ଡିଂ ଜମାନାରେ ୟୁଜର୍ସମାନେ ଟ୍ରେଣ୍ଡରେ ଆସିବା ପାଇଁ ଖୁବ୍ ଅଜବ ଗଜବ ହରକତ କରୁଥିବାର ଦେଖାଯାଏ। ନିକଟରେ ସଲମାନ ଖାନ୍ ଓ ଗୋବିନ୍ଦାଙ୍କ ଚଳଚ୍ଚିତ୍ର ପାର୍ଟନର ଫିଲ୍ମର ସୋଣି ଦେ ନଖରେ ସୋଣି ଲଗଦେ ଗୀତରେ ଜଣେ ମାଉସୀଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ମଜାଦାର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link