Lizard Snake Fight Video: ସାଥୀର ଜିବନ ବଞ୍ଚାଇବା ପାଇଁ ହିରୋ ପରି ସାପ ସହ ଲଢ଼ିଲା ଝିଟିପିଟି, ଭିଡିଓ ଦେଖି ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଜୀ ଓଡ଼ିଶା ଡେସ୍କ Thu, 29 Jun 2023-6:29 pm,

Lizard Snake Fight Video: ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ଏକ ସାପ କାନ୍ଥରେ ଗୋଟିଏ ଝିଟିପିଟିକୁ ଧରିଛି । ଏହା ପରେ ସେ ତାକୁ ଧୀରେ ଧୀରେ ମାରିବାକୁ ଚେଷ୍ଟା କରୁଛି । ଏହି ସମୟରେ, ଆଉ ଏକ ଝିଟିପିଟି ଆସି ସାପ ଉପରେ ଆକ୍ରମଣ କରୁଛି । ଏହାପରେ ଯାହା ଘଟିଲା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଦେଖନ୍ତୁ ଏହି ଭିଡି଼ଓ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link