Viral Video: କାର ବୋନେଟ୍ ଉପରେ ମହିଳାଙ୍କୁ ପକାଇ ଟାଣିନେଲା ଦୁର୍ବୃତ୍ତ, ଭଡ଼ିଓ ଭାଇରାଲ୍

Jagdish Barik Thu, 17 Aug 2023-6:18 pm,

Hanumangarh Viral Video: ରାଜସ୍ଥାନର ହନୁମାନଗଡରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ କାର ଡ୍ରାଇଭର ଜଣେ ମହିଳାଙ୍କୁ କାରର ବୋନେଟରେ ପ୍ରାୟ ୫୦୦ ମିଟର ଟାଣି ନେଇଥିବାର ନଜର ଆସିଛନ୍ତି । ମହିଳାଙ୍କୁ ବଞ୍ଚାଇବା ପାଇଁ ଅନେକ ଲୋକ କାର ପଛରେ ଦୌଡୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଡ୍ରାଇଭର ତାଙ୍କ ଗାଡିକୁ ଅଟକାଇ ନଥିଲେ । ଭିଡିଓରେ ଦେଖାଯାଉଛି ଯେ ମହିଳା ଜଣକ ଆଗକୁ ଆସି କାର ଡ୍ରାଇଭରକୁ ଅଟକାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ଡ୍ରାଇଭର ଅଟକି ନ ଯାଇ ମହିଳାଙ୍କୁ କାରରେ ତାଙ୍କୁ କିଛି ଦୂରକୁ ଟାଣି ନେଇଥିଲା । ଏହି ସମୟରେ ମହିଳା ଚିତ୍କାର କରି ଚାଲିଥାଲି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link