VIDEO: ଯୁବକ ଜଣକ ଆଇପ୍ୟାଡରେ ବଜାଇଲେ ସୀତାର ସ୍ୱର, ଦେଖିବା ପରେ ଫ୍ୟାନ୍ ହେଲେ ଆନନ୍ଦ ମହିନ୍ଦ୍ରା

Jagdish Barik Fri, 15 Mar 2024-9:09 pm,

Young man plays sitar on iPad: ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେଦେବେଳେ ଜଣେ ଯୁବକଙ୍କୁ ଆଇପ୍ୟାଡରେ ସିତାର ବଜାଉଥିବାର ଦେଖିଥିଲେ। ସେହି ଯୁବକକୁ ପ୍ରଶଂସା କରି ଆନନ୍ଦ ମହିନ୍ଦ୍ରା ତାଙ୍କ ଫଲୋର୍ସଙ୍କ ମଧ୍ୟରେ ଏହି ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link