Viral video: ଗଦ୍ଦର-୨ ଦେଖି ସିନେମା ହଲରେ ନାଚି ଉଠିଲେ ଦର୍ଶକ, ଦେଖନ୍ତୁ ଭିଡ଼ିଓ

Payal Priyadarshini Sun, 13 Aug 2023-4:44 pm,

Viral Video:  ରିଲିଜ ହୋଇଯାଇଛି ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଗଦ୍ଦର-ପାର୍ଟ ୨ ।  ଦୀର୍ଘ ୨୦ ବର୍ଷ ପରେ ରିଲିଜ ହୋଇଥିବା ଗଦ୍ଦର ପାର୍ଟ-୨କୁ ଦର୍ଶକଙ୍କ ଜବରଦସ୍ତ ରେସପେନ୍ସ ମିଳିଛି । ତେବେ ନିକଟରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛୁ ଯେ ସିନେମା ହଲରେ ଦର୍ଶକ ଗଦ୍ଦର-ପାର୍ଟ ୨ ଦେଖିବା ପରେ ଦର୍ଶକ ମାନେ ଝୁମି ଉଠିଛନ୍ତି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link